問題一覧
1
ଅକସ ରଖିବା / ଅହନ୍ତା ରଖିବା
ରାଗ ରଖିବା
2
କପାଳ ଫାଟିବା
ସର୍ବନାଶ ହେବା/ ଦୁର୍ଦ୍ଦଶାଗ୍ରସ୍ତା ହେବା
3
ଆପଣା ସିଙ୍ଗରେ ମାଟି ତାଡିବା
ଆତ୍ମନିର୍ଭରଶୀଳ ହେବା
4
ଅବସ୍ଥା ବାର ବାଜିବା
ଶୋଚନୀୟ ଅବସ୍ଥା
5
ଉଠେଇବସେଇ ନ ଦେବା
ବ୍ୟତିବ୍ୟସ୍ତ କରିବା
6
କେରାଣ୍ଡି ଗୁନ୍ଥି ଶେଉଳ ଧରିବା
ସାମାନ୍ୟ ବ୍ୟୟରେ ବହୁତ ଲାଭ କରିବା
7
ଉଠିଆ ଖାଇବା
ମାଗଣାରେ ଖାଇବା
8
ଖିଅ କାଢ଼ିବା
ଦୋଷ ବାଛିବା/ କଥାକୁ ଘାଣ୍ଟି ଦୋଷ ଖୋଜିବା
9
ଏଠାକାଠିରେ ପଡିବା
ଅଶୁଵିଧାରେ ପଡ଼ିବା
10
କଟଘା‘ରେ ଚୂନ ଦେବା
ଦୁଃଖ ଉପରେ ଦୁଃଖ ଦେବା, ଯନ୍ତ୍ରଣା ଉପରେ ଯନ୍ତ୍ରଣା
11
ଆଖିକି ପାଇବା
ପସନ୍ଦ କରିବା, ଅଟକଳ କରିବା
12
ଖାଡ଼ି ଛୁଇଁବା
ବିଦ୍ୟାରମ୍ବ କରିବା
13
ଖାଲ ଖୋଲିବ
ଷଡଯନ୍ତ୍ର କରିବା/ ବିପଦ ସୃଷ୍ଟି କରିବା
14
ଗୁମର ଫାଟିବା
ରହସ୍ୟ ଖୋଲିବା
15
କଣ୍ଟାକୁ କଣ୍ଟାରେ କାଢ଼ିବା
ଶତ୍ରୁକୁ ଶତ୍ରୁ ସାହାଯ୍ୟରେ ଆୟତ୍ତ କରିବା
16
ଅଣ୍ଟା ଭିଡିବା
କୌଣସି କାର୍ଯ୍ୟପାଇଁ ସାହସ ବାନ୍ଧିବା
17
ଇହଲୀଳା ସମ୍ବରଣ କରିବା
ମୃତ୍ୟୁବରଣ କରିବା
18
ଅନ୍ଧାରକୁ ଟେକାପକାଇବା
ଅନୁମାନ କରି କହିବା
19
ଓର ଉଣ୍ଡିବା
ସୁଯୋଗକୁ ଅପେକ୍ଷା କରିବା
20
ରୁଷି ଜଟା ଚିଣ୍ଡାଇ ମାରିବା
ଅତି ସହିଷ୍ଣୁଲୋକ ଅସହିଷ୍ଣୁ ହେବା
21
ଖାଇବା ପତରରେ ଧୂଳି ଦେବା
ଜୀବିକାରେ ବାଧା ଦେବା
22
ଗାଉଁ ଗାଉଁ ହେବା
ବିରକ୍ତ ହେବା
23
ଗୁଜୁରାଣ ମେଣ୍ଟାଇବା
କଷ୍ଟଏମଷ୍ଟେ ଚଳିବା
24
ଚଷୁ କୁଟିବା
ବୃଥା ପରିଶ୍ରମ କରିବା / ଅସାର କଥାରେ ମନଦେବା
25
ଔଷଧ ଧରିବା
ସଫଳ ହେବା, କାର୍ଯ୍ୟକାରୀ ହେବା
26
ଆଖି ଖୋସି ହୋଇଯିବା
ବିସ୍ମିତ ହେବା
27
କଳାକାଠ ପଡ଼ିଯିବ
ମଳିନ ଦିଶିବା
28
ଆଖୁ କିଆରିରେ ପଶିବା
ଲକ୍ଷ୍ୟ ସ୍ଥିର କରି ନ ପରିବା, ବାଟବଣା ହେବା
29
ଅଠା ବୋଲିବା
ଦୋଶ ଦେବା
30
ଏପଟ ସେପଟ ହେବା
ସ୍ଥିର ନ ରହିବ
31
ଉଡ଼ନ୍ତା ଛଡେଇର ପର ଗଣିବା
ଅତି ଚତୁର
32
ଚମ୍ପଟ ମାରିବା
ଠକି ଦେଇ ଚାଲିଯିବା
33
ଗୋଡ ଟେକି ବସିବା
ପ୍ରସ୍ତୁତ ହୋଇ ରହିବା
34
ଅର୍ଥଶ୍ରାଦ୍ଧ କରିବା
ଅର୍ଥ ଅପବ୍ୟୟ କରିବା
35
କଣ୍ଟାବାଡରେ ଲୁଗା ପକାଇ କଳି କରିବା
ବିନା କାରଣରେ ଅନ୍ୟ ସହ ଝଗଡା ସୄଷ୍ଟି କରିବା
36
ଅଠାକାଠିରେ ପକାଇଵା
ବିପଦରେ ପକାଇବ
37
ଆଡ ଆଖିରେ ନ ଚାହିଁବା
ସାମାନ୍ୟ ଦୃଷ୍ଟି ନ ଦେବା, ସ୍ନେହ ଆଦର ନ କରିବା
38
ଖାଲରେ ପକାଇବ
ବିପଦରେ ପକାଇବା
39
ଆଖି ରଖିବା
ଲକ୍ଷ୍ୟ ରଖିଵା
40
କାନରେ ହାତଦେବା
ବିସ୍ମୟ ପ୍ରକାଶ କରିବା, ନ ଶୁଣିବା
41
ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା
କାର୍ଯ୍ୟ ଆରମ୍ବ ପୂର୍ବରୁ ବାଧାବିଘ୍ନ
42
ଉପରେ ପଡି କହିବା
ନ ପଚାରୁଣୁ କହିବା
43
କଳାକୁ ଧଳା କରିବା
ଭୁଲକୁ ଠିକ ଭାବେ ପ୍ରମାଣିତ କରିବା
44
ଅଖି ପାଣି ଅଖିରେ ମାରିବା
ଅପେକ୍ଷା କରି ନିରାଶ ହେଵା
45
ଘାଣ୍ଟିଟିବା
ପ୍ରଚାର କରିବା
46
ଖଣ୍ଡା ଧାରରେ ଚାଲିବା
ଅତି ସାବଧାନରେ ଚଳିବା, ଠିକ ବାଟରେ ଯିବା
47
ଆଳୁ ଖୋଲୁଖୋଳୁ ମହାଦେବ ବାହାରିବା
ସାଧାରଣ କଥାରୁ ବିରାଟ କାଣ୍ଡ ଘଟିବା
48
ଆଖି ବୁଲାଇବା
ମୋଟାମୋଟି ଦେଖିବା
49
ଗୋଡ ପାଣି ମରିବା
ଠକିଯିବା/ କ୍ଲାନ୍ତ ହେବା
50
ଔଷଧ କାଟୁ କରିବା
ଉଦ୍ୟମ ଫଳପ୍ରଦ ହେବା
51
ଅଖି ପକାଇଵା
ଲୋଭକରିବା
52
ଉଷୁନାଧନ ଗଜା ହେବା
ଅସମ୍ବବ ସମ୍ବବ ହେବା
53
ଅଖି ଦେଖାଇବା
ଡରେଇବା
54
ଅଖି ଖୋଲିଦେଵା
ଜାଗ୍ରତ କରାଇଦେବା
55
ଆଖି ଛୁଇଁବା
ନିୟମ ମାନିବା / ରାଣ ପକାଇଵା
56
ଆଖି ବୁଜିଵା
ମାରିବା
57
ଋଣକରି ଘିଅ ଖାଇବା
ଶକ୍ତି ବହିର୍ଭୁତ କରି ଖର୍ଚ୍ଚ କରିବା
58
ଆଉଟୁପାଉଟୁ ହେବା
ବିକଳହେବା
59
ଆଖିରେ ଧୂଳିଦେବା
କୌଶଳରେ ଠକିବା
60
କଥା କାଟିବା
ଯୁକ୍ତିଦ୍ୱାରା ଖଣ୍ଡନ କରିବା
61
ଆଖିରୁ ଜୁଳୁଜୁଳିଆ ପୋକ ବାହାରିଯିବା
ହତଜ୍ଞାନ ହେବା
62
ଉତ୍ତମମଧ୍ୟମ ବସିବା
ମାଡ ବସିବା
63
କୁଟା କଣ୍ଡକ ଦି‘ଖଣ୍ଡକ ନ କରିବା
ପରିଶ୍ରମ କାତରତା, ଅଳସୁଆମି
64
କୁହୁଡ଼ି ପାହଁରିବା
ବୃଥା ପରିଶ୍ରମ କରିବା
65
ଗୋଡ ତଳେ ନ ପଡ଼ିବା
ଖୁସିରେ ଅଧୀର ହେବା
66
ଗୋଡ଼ାଟାଣିବା
ଈର୍ଷାରେ କ୍ଷତି କରିବା
67
ଅକାଳ ଶିଖେଇବା
ଉଚିତ ଶିକ୍ଷାଦେବା
68
ଅଗ୍ନିଶର୍ମା ହେବ
ଖୁବ ରାଗିବା
69
ଅଣ୍ଟା ଭାଙ୍ଗିବା
ଦୁର୍ବଳ ବା ଅସହାୟ ହେବା
70
ଅର୍ଦ୍ଧଚନ୍ଦ୍ର ଦେବା
ତଣ୍ଟିଆ ଦେବା
71
ଗୋଡ ଧରିବା
ଭୁଲ ସ୍ବୀକାର କରିବା
72
ଆଖି ମାରିବା
ଇସାରାଦେବା
73
କମ୍ବଳରୁ ବାଳ ବାଛିବା
ବୃଥା ପରିଶ୍ରମ କରିବା
74
କାଠ ହୋଇଯିବା/ ଜଡ ପାଲଟିଯିବ
କାତର ହେବା
75
ଗୋଡ଼ାହାତ ଧରିବା
ନେହେରୁହେବା / ଦୋଷସ୍ୱୀକାର କରିବା
76
କଥା ଦେବା
ଜବାବ ଦେବା
77
କାମରେ ହାତ ଦେବା
କାର୍ଯ୍ୟାରମ୍ଭ କରିବା
78
ଆଖିକି ନ ପାଇବା
କଳନା କରି ନ ପାରିଵା
79
ଉପରେ ଉପରେ ଭାସିବା
ପ୍ରକୃତ କଥା ନ ଜାଣିବା
80
କଳାକନା ବୁଲାଇବା
ସର୍ବସ୍ବ ଲୁଟିନେବା/ ସର୍ବନାଶ କରିବା
81
ଆଖିରେ ନାଚିବା
ମନେପଡ଼ିବା
82
ଗୁମ୍ ମାରି ବସିବା
ଚୁପ୍ ହୋଇ ବା ମନମାରି ବସିବା
83
ଘଣ୍ଟ ଘୋଡାଇବା
ଲୁଚାଇବା/ ରକ୍ଷକରିବା
84
ଖୁଣ୍ଟା ଦେବା
ନିନ୍ଦା ଦେବା
85
ଅନ୍ଧଦେଶରେ ଦର୍ପଣ ବିକିବ
ମୂର୍ଖ ନିକଟରେ ଜ୍ଞାନଚର୍ଚ୍ଚା କରିବା
86
କୂଳରେ ଲାଗିବ
ଆଶ୍ରା ପାଇବା
87
ଅଖିଦେବ
ଇର୍ଷା କରିବା
88
ଉତ୍ତମମଧ୍ୟମ ଦେବା
ମାଡ଼ମାରିବା
89
ଏ କାନରେ ପୁରାଇ ସେ କାନରେ ବାହାର କରିବା
କଥା ନ ଶୁଣିବା
90
ଆହା କରିବା
ସମବେଦନା ଜଣାଇବା
91
ଅନ୍ଧାରରେ ବାଡ଼ି ବୁଲେଇବା
ଅନିଶ୍ଚିତ ଭାବରେ କାର୍ଯ୍ୟ କରିବା
92
ଚଳୁ କରିଦେବା
ସବୁ ଶେଷ କରିଦେବ
93
କପାଳ ଫିଟିବା
ସୁଦିନ ଆସିବା
94
ଆଖିବୁଜି ଦୁଧପିଇବା
ଛଳନା କରିବା
95
ଗାଲରେ ହାତ ଦେବା
ଚିନ୍ତା କରିବା
96
କପାଳରେ କର ମାରିବା
ହତାଶ ହେବା
97
ଗୋଡ ବୋଇଲେ ହାତ ବୋଲ କରିବା
ଅତିଦୁଷ୍ଟ
98
କାନ ଡେରିବା
ଅନ୍ୟର କଥାବାତ୍ତା ଲୁଚି ଶୁଣିବା
99
ଋଷିଙ୍କୁ ଭରା ବୁହାଇବା
ଗୁରୁଜନଙ୍କୁ ଅପମାନିତ କରିବା
100
କଥା ତଳେ ନ ପକାଇବ
ପ୍ରତିଶ୍ରୁତି ପାଳନ କରିବା/ କଥା ରଖିବା